ମୁଁ ବହୁତ୍ ଖୁସି ଯେ "ଅମାବାସ୍ୟା ର ଚନ୍ଦ୍ର" ଉପନ୍ୟାସର ଲେଖକ ବାରିଷ୍ଟର ଗୋବିନ୍ଦ ଦାସ ଙ୍କ ଜୀବନୀ ପଢିବାକୁ ପାଇଲି। ବହି ବହୁତ୍ ସୁନ୍ଦର୍ ହେଇଛି । ଆଉ ରିଟିକାର୍ଟ ବହୁତ୍ ସୁନ୍ଦର୍ ଭାବରେ ବହି ଯୋଗାଇଛନ୍ତି । ତେଣୁ ତାଙ୍କ ଟିମ୍ କୁ ଧନ୍ୟବାଦ୍। ପ୍ରତ୍ୟେକ ଏହି ସୁନ୍ଦର ଆତ୍ମଜୀବନୀ କୁ ପଢ଼ିବା ଆବଶ୍ୟକ ବୋଲି ମୁଁ ବୋଧ କରୁଛି । ଧନ୍ୟବାଦ୍ ।