ପ୍ରତ୍ୟେକ ସନେଟ ସୁନ୍ଦର!! ଭାବ ଉଦ୍ଦୀପକ!
ଗୋପା.. ଖୁଵ ସୁନ୍ଦର!!
ଲୂମ୍ବିନୀ ର ଲୁହ କେବେ ବର୍ଷା ହେବ କପିଳାବାସ୍ତୁ ରେ!! ଖୁଵ ସୁନ୍ଦର! ଓଡ଼ିଆ ସାହିତ୍ୟ ରେ ଅସଂଖ୍ୟ ତାରକା. ନାମହୀନ ହେଇ ରହି ଆସିଛନ୍ତି, ଯଦିବକିଏ ଅମାବାସ୍ୟା ର ଚନ୍ଦ୍ର, ବା ସୁରେନ୍ଦ୍ର ମହାନ୍ତି ଙ୍କ ପ୍ରଶଂସକ ଥିବେ!! ଆପଣଙ୍କ library ରେ ଆଦ୍ଦ୍ୱ କରିବାକୁ ଅନୁରୋଧ!